Download Now Banner

This browser does not support the video element.

ବାଲେଶ୍ବର ମ୍ୟୁନିସିପାଲଟି: ନାଗରିକ ଅଧିକାର ସୁରକ୍ଷା ଅଭିଯାନ ପକ୍ଷରୁ ସୋନମ ୱାଙ୍ଗଚୁକ ଙ୍କୁ ମୁକ୍ତକର ଦାବିକରି ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ

Baleshwar M, Balasore | Oct 6, 2025
ବାଲେଶ୍ଵର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ସାମାଜିକ କର୍ମୀ ଓ ବୈଜ୍ଞାନିକ ସୋନମ୍ ୱାଙ୍ଗଚୁକ ଙ୍କୁ ମୁକ୍ତକର ଦାବି କରି ଆଜି ପୂର୍ବାହ୍ନ ୧୧.୩୦ ରେ ବାଲେଶ୍ଵର ନାଗରିକ ଅଧିକାର ସୁରକ୍ଷା ଅଭିଯାନ ପକ୍ଷରୁ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି।ଅଭିଯାନ ପକ୍ଷରୁ ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡାଙ୍କ ନେତୃତ୍ୱରେ ପୂର୍ବତନ ବିଧାୟକ ସୁଦର୍ଶନ ଜେନା,ଗୌରାଙ୍ଗ ପାଣିଗ୍ରାହୀ,ବରିଷ୍ଠ ଆଇନଜୀବୀ ମନୋଜ କୁମାର ନାୟକ,ପ୍ରେମ ରଞ୍ଜନ ପାତ୍ର,ଶିଶିର ହୁଇ,ଭାଗବତ ପ୍ରତିହାରୀ,ଅରୁଣ ଜେନା ପ୍ରମୁଖ ସଦସ୍ୟ ମାନେ ଏହି ସ୍ମାରକପତ୍ର ପ୍ରଦାନ କରିଥିଲେ।
Read More News
T & CPrivacy PolicyContact Us