Install App
arunkshadangi40
This browser does not support the video element.
ଜି ଉଦୟଗିରି: ସାରଙ୍ଗଗଡ଼ ଅଞ୍ଚଳ ର ଜଣେ ବ୍ୟକ୍ତି ମଦ ବିକ୍ରି କରୁଥିବା ଅଭିଯୋଗ ରେ ସାରଙ୍ଗଗଡ ପୋଲିସ ଗିରଫ କରି ଦେଶୀ ମଦ ଜବତ କରିଛି
G Udayagiri, Kandhamal | Sep 12, 2025
ସାରଙ୍ଗଗଡ଼ ଅଞ୍ଚଳ ର ଜଣେ ବ୍ୟକ୍ତି ମଦ ବିକ୍ରି କରୁଥିବା ଅଭିଯୋଗ ରେ ସାରଙ୍ଗଗଡ ପୋଲିସ ଗିରଫ କରି ଦେଶୀ ମଦ ଜବତ ହୋଇଅଛି. ଥାନାରେ 161/2025 ରେ ମାମଲା ରୁଜୁ କରି ଆଜି ଅଭିଯୁକ୍ତ କୁ ପୋଲିସ କୋର୍ଟ ଚାଲାଣ କରିଥିବାର ଜି ଉଦୟଗିରି ଉପ ଖଣ୍ଡ ପୋଲିସ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି.
Share
Read More News
T & C
Privacy Policy
Contact Us
Your browser does not support JavaScript!