Download Now Banner

This browser does not support the video element.

ବାଲିପାଟଣା: ଦେଉଳିଧରପୁରରେ ପୁଅ ବାପାଙ୍କୁ କଲା ହତ୍ୟା

Balipatna, Khordha | Sep 2, 2025
ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ନଅଟା ସମୟରେ ରାଜଧାନୀ ଉପକଣ୍ଠ ଦେଉଳିଧରପୁରରେ ହତ୍ୟା କାରି ପୁଅକୁ ଗିରଫ କରିଛି ପୋଲିସ। ସୂଚନା ଅନୁଯାୟୀ ଗ୍ରାମର ବ୍ରହ୍ମାନନ୍ଦଙ୍କ ଦୁଇ ପୁଅଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଝଗଡ଼ା ସମାଧାନ ନିମନ୍ତେ ବ୍ରହ୍ମାନନ୍ଦ ଯାଇଥିଲେ। ହେଲେ ତାଙ୍କ ବଡ଼ ପୁଅ ବାପା ଓ ସାନ ଭାଇଙ୍କୁ ମାଡ଼ ମାରିଥିଲେ। ଏଥିରେ ବ୍ରହ୍ମାନନ୍ଦ ଅଚେତ ହୋଇଯାଇଥିଲେ। ପରିବାର ଲୋକ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ଡ଼ାକ୍ତର ତାଙ୍କୁ
Read More News
T & CPrivacy PolicyContact Us