Install App
naikdhaga
This browser does not support the video element.
ଧର୍ମଗଡ: ଜି.ପି.ଏଲ.ଅଫ. କର୍ମୀ ସଙ୍ଘ ପକ୍ଷରୁ ଧର୍ମଗଡ ବ୍ଲକ ଓଡ଼ିଶା ଜୀବିକା ମିଶନ କାର୍ଯ୍ୟାଳୟ ରେ ତାଲା ଦେବା ସହ ବ୍ଲକ କାର୍ଯ୍ୟାଳୟରେ ଧାରଣା
Dharamgarh, Kalahandi | Sep 22, 2025
କମ୍ୟୁନିଟି ସପୋର୍ଟ ଷ୍ଟାପ ଙ୍କର ପରଫର୍ମାନ୍ସ ଇନସେଣ୍ଟି ପରିବର୍ତ୍ତେ ସ୍ଥାୟୀ ପାରିଶ୍ରମିକ ଦାବୀ ନେଇ ଅଲ ଓଡିଶା ଜି.ପି.ଏଲ.ଏଫ. କର୍ମୀ ସଙ୍ଘ ପକ୍ଷରୁ ଧର୍ମଗଡ ବ୍ଲକକାର୍ଯ୍ୟାଳୟ ର ଓଡ଼ିଶା ଜୀବିକା ମିଶନ କାର୍ଯ୍ୟାଳୟ ରେ ସୋମବାର ସକାଳ ୧୦ ଟା ରୁ ତାଲା ଦେବା ସହ ବ୍ଲକ କାର୍ଯ୍ୟାଳୟ ପରିସରରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ରେ ବସିଛନ୍ତି।
Share
Read More News
T & C
Privacy Policy
Contact Us
Your browser does not support JavaScript!