This browser does not support the video element.
ତେଲକୋଇ: ଟିଗିରିଆ ଗାଁରେ ଅଘଟଣ ବଜ୍ରପାତରେ ଚାରିଟି ବଳଦର ଜୀବନ ନେଲା
Telkoi, Kendujhar | Sep 21, 2025
କେନ୍ଦୁଝର ଜିଲ୍ଲା ତେଲକୋଇ ପ୍ରାଣୀ ସମ୍ପଦ ଅଧୁନ କାଳିଆହତା ଗାଁରେ ବଜ୍ରପାତରେ ୪ଟି ବଳଦର ମୃତ୍ୟୁ Iଟିଗିରିଆ ଗାଁର ଟୁନା ମୁଣ୍ଡାଙ୍କ ଗୋଟିଏ ଦଳଦ , ଟେମ୍ପଲେଇ ଗାଁର ୩ ଟି ବଳଦ ଙ୍କ ମୃତ୍ୟୁ ହୋଇଛି । ଆସନ୍ତାକାଲି ସ୍ଥିତି ଅନୁଧ୍ୟାନ କରିବେ ଅଧିକାରୀ । ଆଜି ଅପରାହ୍ନରେ ଘଟଣା ଘଟିଥିବା ବେଳେ ରାତ୍ରୀ ୯ଟା ସମୟର ସୂଚନା l