This browser does not support the video element.
ବଲାଙ୍ଗୀର: କୁମଡେ ଗ୍ରାମରେ ସନ୍ଦିଗ୍ଧ ପରିସ୍ଥିତିରେ ଜଣେ ବ୍ୟକ୍ତି ମୃତ୍ୟୁ, ପୋଲିସ ର ତଦନ୍ତ ଆରମ୍ଭ
Balangir, Balangir | Aug 7, 2025
କୁମଡେ ଗ୍ରାମରେ ସନ୍ଦିଗ୍ଧ ପରିସ୍ଥିତିରେ ଜଣେ ବ୍ୟକ୍ତି ମୃତ୍ୟୁ, ପୋଲିସ ର ତଦନ୍ତ ଆରମ୍ଭ ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ କୁମଡେ ଗ୍ରାମରେ ଏକ ସନ୍ଦିଗ୍ଧ ପରିସ୍ଥିତିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଘଟଣା ପ୍ରକାଶରେ ଆସିଛି। ମୃତକ ବ୍ୟକ୍ତିଙ୍କ ପରିଚୟ ରାଜେଶ ନନ୍ଦ ଭାବେ ମିଳିଛି। ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବାରୁ ପୋଲିସ ଦ୍ୱାରା ଘଟଣା ସ୍ଥଳରୁ ସବକୁ ଜବତ କରାଯାଇଛି। ଏହା ପରେ ଆଜି ରାତି ପ୍ରାୟ ୯ଟା ସମୟରେ ଭୀମ ଭୋଇ ମେଡ଼ିକାଲ୍ କଲେଜ ଓ ହସ୍ପିଟାଲ ର ବ୍ୟବଚ୍ଛେଦ କେନ୍ଦ୍ରରେ ସବକୁ ଭର୍ତ୍ତି କରାଯାଇଛି।