This browser does not support the video element.
ପଦ୍ମପୁର: ପାଇକମାଲ ଠାରେ ଜିଲ୍ଲା ସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଅନୁଷ୍ଠିତ, ଯୋଗଦେଲେ ବରଗଡ ସାଂସଦ ପ୍ରଦୀପ ପୁରୋହିତ
Padmapur, Bargarh (Baragarh) | Sep 3, 2025
ଆଜି ବୁଧବାର ସକାଳ 11ଟା 30 ମିନିଟ ସମୟ ପାଖା ପାଖି ରେ ପଦ୍ମପୁର ଉପଖଣ୍ଡ ପାଇକମାଲ ସ୍ଥିତ ନୃସିଂହନାଥ ମହର୍ଷି ଦୟାନନ୍ଦ ଗୁରୁକୂଳ ଆଶ୍ରମ ପରିସରରେ ଜିଲ୍ଲା ସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବରଗଡ ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ। ପ୍ରଥମେ ଶ୍ରୀ ପୁରୋହିତ ଙ୍କୁ ଫୁଳ ତୋଡା ଦେଇ ସ୍ୱାଗତ କରି ସଭାସ୍ଥଳ କୁ ପାଛୋଟି ଅଣା ଯାଇଥିଲା। ଶ୍ରୀ ପୁରୋହିତ ପ୍ରଭୁ ନୃସିଂହ ମହାପ୍ରଭୁଙ୍କ ଠାରେ ଦୀପ ପ୍ରଜ୍ଵଲନ କରି ମହୋତ୍ସବର ଶୁଭାରମ୍ଭ କରିଥିଲେ।