Install App
samalbaidyanath13
This browser does not support the video element.
ବୌଦ୍ଧ ସଦର: ତୁକୁଲୁଣ୍ଡା ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଦଶହରାଛୁଟି ପରେ ନିଆରାଢଙ୍ଗରେ ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟ ପରିସରରେ ସ୍ବାଗତସମ୍ବରଧନା
Baudh Sadar, Boudh (Bauda) | Oct 8, 2025
ବୁଧବାର ସକାଳ ୧୦ଟା ସମୟରେ,ଦଶହରା ଛୁଟିପରେ ବିଦ୍ୟାଳୟ ଖୋଲିବାର ପ୍ରଥମ ଦିନରେ ହରଭଙ୍ଗା ବ୍ଲକର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତୁକୁଲୁଣ୍ଡା ଠାରେ ଆଦରରେ ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟ ପରିସରରେ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଅଛି l ଛାତ୍ରଛାତ୍ରୀଙ୍କ ପାଠ ପଢା ତଥା ବିଦ୍ୟାଳୟ ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ତୁକୁଲୁଣ୍ଡା ପରିସରରେ ପ୍ରଧାନଶିକ୍ଷକ ଶ୍ରୀ ବାମଦେବ ଦାଶଙ୍କ ନେତୃତ୍ୱରେ କଳସ ବଷାଇ ଫୁଲ ଚନ୍ଦନ ସାହିତ ଚକଲେଟ ଦେଇ ନିଆରା ଢଙ୍ଗରେ ସ୍ୱାଗତ କରାଯାଇଥିଲା
Share
Read More News
T & C
Privacy Policy
Contact Us
Your browser does not support JavaScript!