This browser does not support the video element.
ଆଳି: ଗୋବିନ୍ଦପୁର କଲେଜ ପଡ଼ିଆ ଠାରେ ବିଜେଡିର ବିଶାଳ ମହିଳା ସମାବେଶ ଅନୁଷ୍ଠିତ; ଯୋଗଦେଲେ ମନ୍ତ୍ରୀ
Aali, Kendrapara | Mar 13, 2024
ଆଳି ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର କଲେଜ୍ ପଡ଼ିଆ ଠାରେ ବିଜୁ ଜନତା ଦଳର ବିଶାଳ ମହିଳା ସମାବେ ଅନୁଷ୍ଠିତ। ଏହି ବିଶାଳ ମହିଳା ସମାବେଶରେ ମୁଖ୍ୟ ଅତିଥି ଭାବେ ଯୋଗଦେଲେ ଆଳି ବିଧାୟକ ତଥା ଶିଳ୍ପ, ଶକ୍ତି ଓ ଲଘୁ ଉଦ୍ୟୋଗ ମନ୍ତ୍ରୀ ପ୍ରତାପ କେଶରୀ ଦେବ। ଏହାସହ ପଞ୍ଚାୟତ ସମିତି ଅଧ୍ୟକ୍ଷ ମନୋରଞ୍ଜନ ସାମଲ,୨ ନଂ ଜିଲ୍ଲା ପରିଷଦ ଭୀଷ୍ମ ମହାନ୍ତି,୧ ନଂ ଜିଲ୍ଲା ପରିଷଦ କନକଲତା ବେହେରା, ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ଦଳୀୟ ରଜନେତା ପ୍ରମୁଖ ଉପସ୍ଥିତ ଥିବା ଦେଖିବାକୁ ମିଳିଛି।