Install App
samalbaidyanath13
This browser does not support the video element.
ବୌଦ୍ଧ ସଦର: ଆସନ୍ତାକାଲି ସକାଳ ୮.୩୦ ପଯ୍ୟନ୍ତ ଜିଲ୍ଲାକୁ ୩୦ରୁ ୪୦କିମି ବେଗରେ ପବନ ଓ଼ ବିଜୁଳି ସହିତ ଘଡଘଡି ହେବା ନେଇ ଏଲୋ ୱାରନିଙ୍ଗ ଜାରି
Baudh Sadar, Boudh (Bauda) | Aug 22, 2025
ଓଡ଼ିଶାରେ କିଛିଦିନ ହେବ ବର୍ଷା ସହିତ ଜୋର ପବନ ଓ଼ ବିଜୁଳି ସହିତ ଘଡଘଡ଼ି ଲାଗିରହିଥିବା ବେଳେ l ବୌଦ୍ଧ ଜିଲ୍ଲାରେ ଆସନ୍ତାକାଲୀ ୨୩ତାରିଖ ଶନିବାର ସକାଳ ୮.୩୦ ପଯ୍ୟନ୍ତ ୩୦ରୁ ୪୦ କିଲୋମିଟର ବେଗରେ ପବନ ଓ଼ ବିଜୁଳି ସହିତ ଘଡଘଡ଼ି ହେବାର ସମ୍ଭାବନା ନେଇ ଜିଲ୍ଲାକୁ ଏଲୋ ୱାରନିଙ୍ଗ ଜାରି ହୋଇଛି l ଏନେଇ ଆଜି ମଧ୍ୟାନ୍ହ ୧୨ଟା ସମୟରେ ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର ବକ୍ଷରୁ ସୂଚନା ଜାରି କରାଯାଇଛି l
Share
Read More News
T & C
Privacy Policy
Contact Us
Your browser does not support JavaScript!