Download Now Banner

This browser does not support the video element.

ଜଗତସିଂହପୁର: ମରିଚାପଦା ଗ୍ରାମରୁ ଜଣେ ବ୍ୟକ୍ତିଙ୍କ ଘର ଭିତରୁ ବିଷାକ୍ତ ନାଗସାପ ଉଦ୍ଧାର

Jagatsinghapur, Jagatsinghpur | Sep 7, 2025
ମରିଚାପଦା ଗ୍ରାମରୁ ଜଣେ ବ୍ୟକ୍ତିଙ୍କ ଘରୁ ଏକ ବିଷାକ୍ତ ଚାରିଫୁଟିଆ ନାଗସାପ ଉଦ୍ଧାର । ଆଜି ଦିନ ୪ ଟା ସମୟରେ ଜଗତସିଂହପୁର ମରିଚାପଦା ଗ୍ରାମର ମୁନା ମହାନ୍ତି ନାମକ ଜଣେ ବ୍ୟକ୍ତିଙ୍କ ଘର ଭିତରେ ଏକ ବିଷାକ୍ତ ନାଗସାପ ଦେଖିବାକୁ ମିଳିଥିଲା । ପରେ ସାପଧରାଳି ବନବିହାରି ଦାସଙ୍କୁ ଖବର ଦେଲାପରେ ବନବିହାରି ଦାସ ସେଠାରେ ପହଞ୍ଚି ବିଷାକ୍ତ ନାଗସାପକୁ ଉଦ୍ଧାର କରିଥିବା ଦେଖିବାକୁ ମିଳିଛି
Read More News
T & CPrivacy PolicyContact Us