Download Now Banner

This browser does not support the video element.

ଆନନ୍ଦପୁର: ହାଟଡିହିରେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା,

Anandapur, Kendujhar | Aug 30, 2025
ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତିଙ୍କୁ ହାଟଡିହି ଠାରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆ ଯାଇଛି। ସେ କେନ୍ଦୁଝର ଗ୍ରସ୍ତରେ ଯାଇ ଫେରିବା ବାଟରେ ହାଟଡିହି ବ୍ଲକଛକ ଠାରେ ଆଜି ସନ୍ଧ୍ୟା ୭ଟା ବେଳେ ବିଭିନ୍ନ ସଂଗଠନର ଶାତାଧିକ ମହିଳା ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଜେପି ନେତା ଆଲୋକ ସେଠୀ, ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ହର ମୋହନ ଶାସିନି, ଯୁଧିଷ୍ଠିର ମଲ୍ଲିକ, ଶୁଶାନ୍ତ ଜେନା, ଟୁକୁନା ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ।
Read More News
T & CPrivacy PolicyContact Us