This browser does not support the video element.
ବଲାଙ୍ଗୀର: ରାମଚନ୍ଦ୍ର ପୁର ରୋଡ଼ ରେ ବାଇକ ଦୁର୍ଘଟଣା ଜଣେ ଗୁରୁତର ହୋଇ ମେଡିକାଲ ରେ ଭର୍ତ୍ତି
Balangir, Balangir | Aug 30, 2025
ରାମଚନ୍ଦ୍ରପୁର ରୋଡ଼ରେ ବାଇକ ଦୁର୍ଘଟଣା, ଜଣେ ଗୁରୁତର ମେଡିକାଲରେ ଭର୍ତ୍ତି ଆଜି ସନ୍ଧ୍ୟା ସମୟରେ ରାମଚନ୍ଦ୍ରପୁର ଅଞ୍ଚଳରେ ଘଟିଥିବା ବାଇକ ଦୁର୍ଘଟଣାରେ ଜଣେ ବ୍ୟକ୍ତି ଗୁରୁତର ଅବସ୍ଥାରେ ଭୀମ ଭୋଇ ମେଡିକାଲରେ 6ଟା 30ମିନିଟ ସମୟ ରେ ଭର୍ତ୍ତି ହୋଇଛନ୍ତି। ଗୁରୁତର ବ୍ୟକ୍ତିଙ୍କ ନାମ ସୁଶାନ୍ତ ସାଣ୍ଡ, ଯିଏ ଚୁଡାପାଲି ଚିପାକାନି ଗ୍ରାମର ବାସିନ୍ଦା ବୋଲି ଜଣା ପଡିଛି। ସୁଶାନ୍ତଙ୍କୁ ଗୁରୁତର ଅବସ୍ଥାରେ ତତ୍କ୍ଷଣାତ୍ ଭୀମ ଭୋଇ ମେଡିକାଲ ମହାବିଦ୍ୟାଳୟ ଓ ହସ୍ପିଟାଲକୁ ପଠାଯାଇଛି। ବାଇକର ତୀବ୍ର ଗତିରେ ଚାଳନା କରିବା ଫଳରେ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି