This browser does not support the video element.
ଭଞ୍ଜନଗର: ରାଣୀଭୁଇଁ ନିକଟ ରେ ଚଳନ୍ତାବାଇକ ରୁ ପଡି ଶିଶୁ ମୃତ ମହିଳା ଗୁରୁତର
Bhanjanagar, Ganjam | May 21, 2025
ରାଣୀଭୁଇଁ ନିକଟ ରେ ଚଳନ୍ତାବାଇକ ରୁ ପଡି ଶିଶୁ ମୃତ ମହିଳା ଗୁରୁତର ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ରାଣୀଭୁଇଁ ଓ ଧୋଡାପଲ୍ଲୀ ମଧ୍ୟବର୍ତ୍ତୀ ରାସ୍ତାରେ ଚଳନ୍ତା ବାଇକ ରେ ଯାଏଥିବା ଜଣେ ମା ଓ କୋଳରୁ ତାଙ୍କ ଶିଶୁ ପଡିଯିବା ପରେ ପଛରେ ଆସୁଥିବା କ୍ରେନ ଚକରେ ଚାପି ହୋଇ ଶିଶୁପୁତ୍ର ମୃତ । ମା ଗୁରୁତର । ଗୁରୁତର ମାକୁ ଚିକିସ୍ଥା ପାଇଁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିବା ବେଳେ ଶିଶୁର ଶବକୁ ଜବତ କରି ପୋଲିସ ତଦନ୍ତ ଚଳାଇଛି । ଜଡାହାଟୁଣୀ ଗ୍ରାମର ସୁଦର୍ଶନ ନାୟକ ଓ ତାଙ୍କ ପତ୍ନୀ ମନୀଷା ନାୟକ ଦୁଇ ପୁତ୍ରକୁ ଧରି ନିଜ ପଲସର ବାଇକ ଯୋଗେ ବି କରଡା ବାଡ଼ି ଗ୍ରାମକୁ ଯାଉଥିବା ବ