Download Now Banner

This browser does not support the video element.

ଅନୁଗୋଳ: ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପରିଷଦର ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ

Anugul, Angul | Aug 29, 2024
ଅନୁଗୋଳ ଜିଲ୍ଲାପାଳ ମହମଦ ଅବଦଲ ଅଖତରଙ୍କ ଅଧ୍ୟକ୍ଷତାରେ ଗୁରୁବାର ମଧ୍ୟାହ୍ନରେ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ପରିଷଦର ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ହେମନ୍ତ କୁମାର ସିଂ, ଜିଲ୍ଲାର ସମସ୍ତ ବିଡ଼ିଓ ଏବଂ ଜିଲ୍ଲା ସ୍ତରୀୟ ସମସ୍ତ ଅଧିକାରୀଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ l ଜିଲ୍ଲା ପରିଷଦ ଅଧୀନରେ ହେଉଥିବା ବିଭିନ୍ନ କାର୍ଯ୍ୟ ଏବଂ ଅନ୍ୟାନ୍ୟ ବିଷୟରେ ଜିଲ୍ଲାପାଳ ଶ୍ରୀ ଅଖତର ସମୀକ୍ଷା କରିଥିଲେ l
Read More News
T & CPrivacy PolicyContact Us