Download Now Banner

This browser does not support the video element.

ବୀରମିତ୍ରପୁର: ନୂଆଗାଁ ବ୍ଲକର ଜନତା ଉଚ୍ଚ ବିଦ୍ୟାଳୟ ବାରେଇଗଡା ପରିସରରେ ଛାତ୍ରଛାତ୍ରୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ।

Biramitrapur, Sundargarh | Sep 1, 2025
ନୂଆଗାଁ ବ୍ଲକର ଜନତା ଉଚ୍ଚ ବିଦ୍ୟାଳୟ ବାରେଇଗଡା ପରିସରରେ ଛାତ୍ରଛାତ୍ରୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଡାକ୍ତର ମନୋରମା କେରକେଟା ଡାକ୍ତର ସମରେନ୍ଦ୍ର ମାଲ୍ଲିକ ଛାତ୍ରଛାତ୍ରୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଯେଉଁ ରୋଗଗୁଡିକ ବିଶେଷଜ୍ଞାମାନଙ୍କର ଚିକିତ୍ସାମାନଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ପଠାଯାଇଥାଏ। ଏଥିରେ ଷ୍ଟାଫନର୍ସ ଓ ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ଶିକ୍ଷକମାନେ ସହଯୋଗ କରିଥିଲେ।
Read More News
T & CPrivacy PolicyContact Us