Download Now Banner

This browser does not support the video element.

ଜୁନାଗଡ: ମହାଳିଙ୍ଗ ଅଞ୍ଚଳରେ ଲଗାଣ ବର୍ଷା ଫୁଲୁଛି ଉଦନ୍ତୀ ନଦୀର ଜଳସ୍ଥର ତଳମୁଣ୍ଡକୁ ସତର୍କ ସୂଚନା

Junagarh, Kalahandi | Sep 24, 2025
ମହାଳିଙ୍ଗ ଅଞ୍ଚଳରେ ଲଗାଣ ବର୍ଷା ଫୁଲୁଛି ଉଦନ୍ତୀ ନଦୀର ଜଳସ୍ଥର ତଳମୁଣ୍ଡକୁ ସତର୍କ ସୂଚନା ଆଜି 24ତାରିଖ ବୁଧବାର ସକାଳ 10ଟା ପର୍ଯ୍ୟନ୍ତ ମହାଳିଙ୍ଗ ଅଞ୍ଚଳରେ ଲଗାଣ ବର୍ଷା ଜାରିରହିଛି ଫଳରେ ଉଦନ୍ତୀ ନଦୀର ଜଳସ୍ଥର ଧୀରେ ଧୀରେ ବଢିବାରେ ଲାଗିଛି ତେଣୁ ତଲାମୁଣ୍ଡକୁ ସତର୍କ ସୂଚନା ଜାରି କରାଯାଇଛି ତେବେ ଗତକାଲି ସନ୍ଧ୍ୟରୁ ମହାଳିଙ୍ଗ ଅଞ୍ଚଳରେ ତୁହାକୁ ତୁହା ବର୍ଷା ଜାରି ରହିଛି ତେବେ ଆଜି ସକାଳ 11ଟା ଉଦ୍ଧାର ଉଦନ୍ତୀ ନଦୀ ଜଳସ୍ଥର ବିପଦ ସଂକେତ ରେ ପ୍ରବାହିତ ହେଉଥିବାବେଳେ ଆହୁରି ବଢିବା ନେଇ ଆଶଙ୍କା ଥିବାରୁ ତଳ ମୁଣ୍ଡକୁ ସତର୍କ ର ସୂଚନା ଜାରିକରାଯାଇଛି
Read More News
T & CPrivacy PolicyContact Us