This browser does not support the video element.
ସୋନପୁର: ବିକଳପୁର ଗ୍ରାମରେ ମାଁ ମହେଶ୍ୱରୀଙ୍କ ପବିତ୍ର ବଡ଼ିଯାତ୍ରା ଅନୁଷ୍ଠିତ
Sonapur, Subarnapur (Sonepur) | Sep 30, 2025
ମିଳିଥିବା ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତ୍ରି ପ୍ରାୟ 2.30 ମିନିଟ ପର୍ଯ୍ୟନ୍ତ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ବିକଳପୁର ଗ୍ରାମରେ ଗ୍ରାମର ଅଧିଷ୍ଠାତ୍ରି ଦେବି ମାଁ ମାହେଶ୍ୱରୀଙ୍କ ପବିତ୍ର ବାଡ଼ି ଯାତ୍ରା ଓ ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଏହି କ୍ରମରେ ଗତକାଲି ଅପରାହ୍ନରୁ ଶହ ଶହ ଭକ୍ତ ଓ ଶ୍ରଦ୍ଧାଳୁ ବିଭିନ୍ନ ପ୍ରକାରର ପାରମ୍ପରିକ ଆଖଡ଼ା ପ୍ରଦର୍ଶନ ପୂର୍ବକ ଗ୍ରାମ ପରିକ୍ରମା କରି , ନିକଟସ୍ଥ ଜଳାଶୟକୁ ଯାଇ ସେଠାରେ ରୀତି ନୀତି ଅନୁସାରେ ମାଁ ମାହେଶ୍ୱରୀଙ୍କ ସ୍ନାନ ଯାତ୍ରା