This browser does not support the video element.
ବିଶୋଇ: ବିଶୋଇ ଅଂଚଳର ବରିଷ୍ଠ ନେତା ତଥା ସମାଜସେବୀ ଙ୍କ ବିଶୋଇ ଠାରେ ଶେଷ ଦର୍ଶନ କଲେ ବିଧାୟକ
Bisoi, Mayurbhanj | Jun 13, 2025
ମୟୂରଭଞ୍ଜ ଜିଲ୍ଲାର ବିଶୋଇ ଅଂଚଳର ବରିଷ୍ଠ ନେତା ତଥା ସମାଜସେବୀ ସୁଶାନ୍ତ ମହାନ୍ତି ଙ୍କ ମୃତ୍ୟୁ ରେ ଅଞ୍ଚଳରେ ଶୋକ ର ଛାୟା ଖେଳି ଯାଇଛି।ଆଜି ତାଙ୍କ ମର ଶରୀର କୁ ଆଜି ଦିବା ୧୧ ଘଟିକା ସମୟରେ ଅନ୍ତିମ ଦର୍ଶନ କଲେ ସାରସ କଣା ବିଧାୟକ ଶ୍ରୀ ଭାଦବ ହାଁସଦା।ଶ୍ରୀ ହାଁସଦା ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହିତ ଶୋକ ସନ୍ତପ ପରିବାର କୁ ଆଶ୍ଵସନା ଦେଇଥିଲେ।