Download Now Banner

This browser does not support the video element.

ଲକ୍ଷ୍ମୀପୁର: କୋରାପୁଟ ଠାରେ ଗୁରୁଦିବସ ଉପଲକ୍ଷେ ଲକ୍ଷ୍ମୀପୁର ବିଧାୟକ ଗୁରୁଙ୍କୁ ଦେଲେ ଗୁରୁଜ୍ଞାନ

Lakshmipur, Koraput | Sep 5, 2025
ଆଜି ଅପରାହ୍ନ ୩ଟା ସମୟରେ କୋରାପୁଟ ଠାରେ ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉନ୍ତା ଗୁରୁଦିବସ ଉପଲକ୍ଷେ ଗୁରୁମାନଙ୍କୁ ତାଙ୍କ ଦାଇତ୍ୱ ସମ୍ବନ୍ଧରେ ପ୍ରତିକ୍ରିୟା ଦେଇଛନ୍ତି। ଯେ ପର୍ଯ୍ୟନ୍ତ ଶିକ୍ଷକ ନିଜ କର୍ତ୍ତବ୍ଯ ନିଜ ବୂତିକୁ ଦାଇତ୍ୱ ଭାବି ନାହାଁନ୍ତି ଆଉ ପିଲାଙ୍କୁ କେବଳ ୧୦ଟା ରୁ ୪ଟା ପଢେଇ ଦେଲେ ନିଜ କର୍ତ୍ତବ୍ଯ ହେଇଯିବ ନ ଭାବି ପିଲାର ଭବିଷ୍ଯତ ମୋ କର୍ତ୍ତବ୍ଯ ଭାବେ ସେତେବେଳେ ପରିବର୍ତ୍ତନ ଆସିପାରିବ।
Read More News
T & CPrivacy PolicyContact Us