Install App
sushantpattnayak1983
This browser does not support the video element.
ମାଲକାନଗିରି: ଗୋବିନ୍ଦପାଲ୍ଲୀ ଡିଗ୍ରୀ ମହାବିଦ୍ୟାଳୟରେ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୋଗଦେଲେ ସ୍ଥାନୀୟ ବିଧାୟକ
Malkangiri, Malkangiri | Aug 22, 2025
ଜଳବାୟୂ ପରିବର୍ତ୍ତନ ଯୋଗୁଁ ଆମେ କେତେ କଷ୍ଟ ଭୋଗୁଛେ। ଏଥିରୁ ବର୍ତ୍ତିବାକୁ ହେଲେ ଆମକୁ ଏବେ ଠାରୁ ଜାଗ୍ରତ ହେବାକୁ ପଡ଼ିବ। ଶୁକ୍ରବାର ପୂର୍ବାହ୍ନରେ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ଗୋବିନ୍ଦପାଲ୍ଲୀ ଡିଗ୍ରୀ ମହାବିଦ୍ୟାଳୟରେ ଆୟୋଜିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଧାୟକ ମଙ୍ଗୁ ଖିଲ ପ୍ରକାଶ କରିଥିଲେ।
Share
Read More News
T & C
Privacy Policy
Contact Us
Your browser does not support JavaScript!