Download Now Banner

This browser does not support the video element.

ପଟ୍ଟାଙ୍ଗୀ: ନନ୍ଦପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଅଗ୍ନିଶମ ବିଭାଗ ଦ୍ୱାରା ମକ୍ ଡ୍ରିଲ୍ ଓ ସଚେତନତା କାର୍ଯ୍ୟକ୍ରମ

Pottangi, Koraput | Sep 13, 2025
ନନ୍ଦପୁର ଅଗ୍ନିଶମ କେନ୍ଦ୍ରର କର୍ମଚାରୀମାନଙ୍କ ଦ୍ଵାରା ଆଜି ନନ୍ଦପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ ଏକ ମକ୍ ଡ୍ରିଲ୍ ଏବଂ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ଅପରାହ୍ନ ୪ଟା ସମୟରେ ସୂଚନା। ନନ୍ଦପୁର ଅଗ୍ନିଶମ କେନ୍ଦ୍ରର ସହାୟକ କେନ୍ଦ୍ର ଅଧିକାରୀଙ୍କ ନେତୃତ୍ୱରେ ଆୟୋଜିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ପ୍ରାୟ ୧୯୦ ଜଣ ଛାତ୍ରଛାତ୍ରୀଙ୍କ ସହ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀମାନେ ଯୋଗ ଦେଇଥିଲେ। ଅଗ୍ନିକାଣ୍ଡ ଓ ବିଭିନ୍ନ ବିପଦ ସମୟରେ କିପରି ସୁରକ୍ଷିତ ରହିବା, ଏହି ସମ୍ପର୍କରେ ବିସ୍ତୃତ ପ୍ରଶିକ୍ଷଣ ଦିଆଯାଇଥିଲା।
Read More News
T & CPrivacy PolicyContact Us