This browser does not support the video element.
ବୌଦ୍ଧ ସଦର: ସରସରା ଗ୍ରାମର କୁଡାସାହିରୁ ୩୦ଲିଟର ବେଆନ ଦେଶି ମଦ ଜବତ କରିବା ସହି ଆଶାମିକୁ ଗିରଫ କରି ଅଦାଲତର ଦ୍ୱାରସ୍ତ
Baudh Sadar, Boudh (Bauda) | Aug 30, 2025
ଆଜି ସନ୍ଧ୍ୟା ୭. ୩୦ ସମୟରେ ଜିଲ୍ଲା ଅବକାରୀ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ l ଆଜିଅଧ୍ୟାନ୍ହ ପାଖପାଖି ୧୨.୩୦ସମୟରେ ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାର୍ଡ ଇନସ୍ପେକଟର ଶ୍ରୀ ଗଦାଧର ମହାରଣାଙ୍କ ନେତୃତ୍ୱରେ ବେଆନ ଦେଶିଅହୁଲି ମଦ କାରବାର ହେଉଥିବା ନେଇ ବୌଦ୍ଧ ଥାନା ଅନ୍ତର୍ଗତ ସରସରା ଗ୍ରାମର କୁଡାସାହିରେ ଚଢ଼ା କରାଯାଇଥିଲା l ଏହି ଚଢ଼ାଉ ସମୟରେ ସରସରା କୁଡାସାହିର ୩୫ବର୍ଷୀୟ ଅର୍ଜୁନ ମିର୍ଦ୍ଧା ଠାରୁ ୩୦ଲିଟର ଦେଶି ମହୁଲି ମଦ ଜବତ କରାଯଇଥିଲା l ଅର୍ଜୁନ ମିର୍ଧାକୁ ମାମଲା ରୁଜୁ କେଇ ବୌଦ୍ଧ SDJM ଅଦାଲତର ଦ୍ୱାରସ୍ତ କରାଯାଇଛି