Install App
basant8282
This browser does not support the video element.
ତାଳଚେର ସଦର: ବାଘମରା ଠାରେ ଏମ ସି ଏଲ ସିଜିଏମ କାର୍ଯ୍ୟାଳୟ ଘେରାଉ ନିମନ୍ତେ ପ୍ରସ୍ତୁତି ବୈଠକ
Talcher Sadar, Angul | Sep 21, 2025
ଟ୍ରେନରେ ପାଲ ବନ୍ଧାରେ ହେଉଥିବା ଅନିୟମିତତାକୁ ବିରୋଧ କରି ଏମ ସି ଏଲ ସିଜିଏମ କାର୍ଯ୍ୟାଳୟ ଘେରାଉ ପାଇଁ ରବିବାର ଅପରାହ୍ନ ୪ ଘଟିକା ସମୟରେ ବାଘମରା ଠାରେ ପ୍ରସ୍ତୁତି ବୈଠକ ମହାନଦୀ କୋଇଲା ଶ୍ରମିକ କଙ୍ଗ୍ରେସ ତରଫରୁ ଅନୁଷ୍ଠିତ ହୋଇଯାଇଛି ।
Share
Read More News
T & C
Privacy Policy
Contact Us
Your browser does not support JavaScript!