This browser does not support the video element.
ଢେଙ୍କାନାଳ ସଦର: ଅଙ୍କରାନ୍ତି ପୁର ଗ୍ରାମରେ ଗ୍ୟାସରେ ପୋଡିଗଲେ ଯୁବକ
Dhenkanal Sadar, Dhenkanal | Aug 25, 2025
ଢେଙ୍କାନାଳ ସଦର ଥାନା ସିମିନଇ ଅଙ୍କରାନ୍ତି ପୁର ଗ୍ରାମରେ ଗ୍ୟାସରେ ପୋଡିଗଲେ ଜଣେ ଯୁବକ ଗୁରୁତର ଭାବେ ଉଦ୍ଧାର ହୋଇ ସୋମବାର ରାତି ୮ଟାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତିା ସୁଚନା ମୁତାବକ ଅଙ୍କରାନ୍ତି ପୁର ଗ୍ରାମରେ ଚତୁର ନାମକ ଯୁବକଙ୍କ ଘରେ କୌଣସିମତେ ଗ୍ୟାସ ଖୋଲି ହୋଇଯାଇଥିଲା । ଚତୁର ଦିଆସିଲ ମାରିଦେବାରୁ ହଠାତ ନିଆଁଁ ଦୁତାସନ ହୋଇ ଜିଳି ଉଠିବାରୁ ଚତୁର ନିଆଁରେ ପୋଡି ଦେଇଥିଲେ।