This browser does not support the video element.
ପାଲଲହଡା: ସୁବର୍ଣ୍ଣପାଲି ଗ୍ରାମରେ ବିର୍ସା ମୁଣ୍ଡାଙ୍କ ଜନ୍ମ ଜୟନ୍ତୀ ପାଳନ; ଯୋଗଦେଲେ ବିଧାୟକ ଓ ପ୍ରଶାସନିକ ଅଧିକାରୀ
Palalahada, Angul | Nov 15, 2024
ଅନୁଗୋଳ ଜିଲ୍ଲା ପାଳଲହଡା ବ୍ଲକ ନିକଟ ସୁବର୍ଣ୍ଣ ପାଲି ଗ୍ରାମ ଠାରେ ବୀର ବିର୍ସାମୁଣ୍ଡାଙ୍କ ଜନ୍ମ ଜୟନ୍ତୀ ଉତ୍ସବ ପାଳନ ହୋଇଥିବା ଶୁକ୍ରବାର ଅପରାହ୍ନ ୪ଟା ସମୟରେ ଜଣାପଡିଛି। ସୁବର୍ଣ୍ଣପାଲି ଠାରେ ବୀର ବିର୍ସାମୁଣ୍ଡାଙ୍କ ଜନ୍ମ ଜୟନ୍ତୀ ଉତ୍ସବ ପାଳିନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ସ୍ଥାନୀୟ ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି ମହୋଦୟ, ସମ୍ମାନୀତ ଅତିଥି ଭାବେ ପାଲଲହଡ଼ା ଉପଜିଲ୍ଲାପାଳ ସୁଶାନ୍ତ କୁମାର ପତି ବିଡିଓ ଦିଲ୍ଲୀପ କୁମାର ବାଡ଼ା ବ୍ଲକ ଅଧ୍ୟକ୍ଷା ରୀନାରାଣୀ ନାଏକ ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ସ୍ଥାନୀୟ ଅଞ୍ଚଳର ବହୁ ଜନସାଧାରଣ ଉପସ୍ଥିତ ରହିଥିଲେ।