Download Now Banner

This browser does not support the video element.

ନୂଆପଡା: ଖରୀଆର ରୋଡ ରେଳ ଷ୍ଟେସନ ରେ ଚଳନ୍ତା ଟ୍ରେନ ରୁ ପଡ଼ି ଜଣେ ଯୁବକ ଗୁରୁତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ବଲାଙ୍ଗୀର ସ୍ଥାନାନ୍ତର

Nuapada, Nuapada | Sep 26, 2025
ଆଜି ମଧ୍ୟାହ୍ନ ବାରଟା ସମୟରେ ନୂଆପଡ଼ା ଜିଲ୍ଲା ଖରୀଆର ରୋଡ ରେଳ ଷ୍ଟେସନ ରେ ଜଣେ ଯୁବକ ଚଳନ୍ତା ଟ୍ରେନ ରୁ ପଡ଼ି ଗୁରୁତର ଆହତ ହୋଇଥିଲେ।ସେଠାରୁ ତାଙ୍କୁ ରେଲୱେ ପୁଲିସ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।ପରେ ତାଙ୍କୁ ବଲାଙ୍ଗୀର ଭେଷଜ ମହାବିଦ୍ୟାଳୟ କୁ ସ୍ଥାନାନ୍ତର କରାଯାଇଛି।
Read More News
T & CPrivacy PolicyContact Us