Download Now Banner

This browser does not support the video element.

ରେଢାଖୋଲ: ବଡ଼ମାଳ ରେ ଗ୍ରୀଡ଼ ସ୍ଥାପନ ପାଇଁ ଉପଜିଲ୍ଲାପାଳ ଙ୍କୁ ଦାବିପତ୍ର

Rairakhol, Sambalpur | Oct 6, 2025
ବଡ଼ମାଳ ରେ ଗ୍ରୀଡ଼ ସ୍ଥାପନ ପାଇଁ ଉପଜିଲ୍ଲାପାଳ ଙ୍କୁ ଦାବିପତ୍ର ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ବଡ଼ମାଳ ରେ ଏକ ସବ ଗ୍ରୀଡ଼ ସ୍ଥାପନ ପାଇଁ ଆଜି ବଡ଼ମାଳ ର ପୂର୍ବତନ ସରପଞ୍ଚ ଷଡାନନ ପ୍ରଧାନ ଉପଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ପନ୍ଦର ଦିନ ମଧ୍ୟ ରେ କୌଣସି ପଦକ୍ଷେପ ନ ନେଲେ ରେଙ୍ଗାଲି , ବଡ଼ମାଳ ଓ ଭାଲିଆକଟା ପଞ୍ଚାୟତ ର ଅଧିବାସୀ ଧାରଣା ରେ ବସିବାକୁ ବାଧ୍ୟହେବେ ବଲି ପ୍ରକାଶ କରିଛନ୍ତି। ଗତବର୍ଷ ବଡ଼ମାଳ ରେ ଏକ ଗ୍ରୀଡ଼ ସ୍ଥାପନ ହେବ ବଲି ବିଦ୍ୟୁତ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଥିଲା।
Read More News
T & CPrivacy PolicyContact Us