Download Now Banner

This browser does not support the video element.

ଜଳେଶ୍ବର: ଜମାଳପୁର ଛକ ନିକଟରେ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୁତ୍ତ, ପୋଲିସ ର ତଦନ୍ତ ଜାରୀ

Jaleswar, Balasore | Sep 8, 2025
ଗୋଡେଇ ଗୋଡେଇ ହାଣିଲେ ଦୁର୍ବୁତ୍ତ, ପୋଲିସ ର ତଦନ୍ତ ଜାରୀ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଜାତୀୟ ରାଜପଥ 16 ଜମାଳପୁର ଛକ ନିକଟରେ ଏକ ଯୁବକ ଗତକାଲି ବିଳମ୍ବିତ ରାତିରେ ବାଇକରେ ଘରକୁ ଫେରୁଥିବା ବେକେ କିଛି ଦୁର୍ବୃତ୍ତ ଭୁଜାଲି ରେ ଆକ୍ରମଣ କରି ଟଙ୍କା ଓ ମୋବଇଲ ଲୁଟି ନେଇଥିଲେ, ସ୍ଥାନୀୟ ଲୋକେ ରକ୍ତାକ୍ତ ଅବସ୍ଥାରରେ ଯୁବକକୁ ଉଦ୍ଧାର କରି ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଆସିଥିଲେ, ଯୁବକ ଦୁଇ ହାତ ଓ ମୁଣ୍ଡ କୁ ହାଣିବା ପରେ ଦୃବୁତ୍ତ ମାନେ ଫେରାର ହୋଇ ଯାଇଛନ୍ତି,ଆଜି ଜଣାଯାଇଛି
Read More News
T & CPrivacy PolicyContact Us