Download Now Banner

This browser does not support the video element.

ନୟାଗଡ ସଦର: ଗଣିଆର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ଗଣେଶ ପୂଜାପାଳିତ

Nayagarh Sadar, Nayagarh | Aug 27, 2025
ଗଣିଆ ଅଂଚଳର ବିଭିନ୍ନ ସ୍ଥାନରେ ଅଗ୍ରପୂଜ୍ୟ ଗଣନାଥଙ୍କର ପୁଜା ଧୁମଧାମରଆଜି 10ଘଟିକା ସମୟ ରେ ପାଳିତ ହୋଇଛି। ସମସ୍ତ ସରକାରୀ, ବେସରକାରୀ, ଗାଁର ଯୁବକସଂଘ ମାନଙ୍କରେ ଗଣେଶ ପୁଜା ଅନୁଷ୍ଠିତ ହୋଇଥିଲା । ଠାକୁରଙ୍କୁ ଧୁପ, ଦୀପ, ପୁଷ୍ପ, ଚନ୍ଦନ, ନଡ଼ିଆ, କଦଳୀ, ସେଓ, କଦଳୀ, ଅଙ୍ଗୁର, ରାଶିଲଡ଼ୁ, ମିଠେଇ ଆଦି ଭୋଗ କରାଯାଇଥିଲା । ପୁଜାରେ ପ୍ରତ୍ୟେକ ଅନୁଷ୍ଠାନରେ ଭଜନ ଓ କୀର୍ତନରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ପୁଜା ଅନୁଷ୍ଠାନଗୁଡ଼ିକ ବିଭିନ୍ନ ରଙ୍ଗବେରଙ୍ଗ ଆଲୋକମାଳରେ ସୁସଜ୍ଜିତ ହୋଇଥିଲା । ଗଣିଆର ଆଡଭାନ୍ସ ଟ୍ୟଟୋରିଆଲ ଓ ଗଣିଆ ସ୍ଥିତ ରଘୁନାଥ ଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,
Read More News
T & CPrivacy PolicyContact Us