Install App
ma.......mjmc
This browser does not support the video element.
ଚାନ୍ଦବାଲି: ବିଜେଡି ନେତା ବାବୁଲି ଦୀକ୍ଷିତଙ୍କୁ ଆକ୍ରମଣ ଘଟଣାରେ ବିଜେଡି କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ, ଯୋଗଦେଲେ ଚାନ୍ଦବାଲି ବିଧାୟକ
Chandabali, Bhadrak | Apr 12, 2024
ବିଜେଡି ନେତା ବାବୁଲି ଦୀକ୍ଷିତଙ୍କୁ ଆକ୍ରମଣ ଘଟଣାକୁ ନେଇ ବିଜେଡି ପକ୍ଷରୁ ଶୁକ୍ରବାର ଅପରାହ୍ନରେ ସ୍ଥାନୀୟ ବିଜେଡି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଚାନ୍ଦବାଲି ବିଧାୟକ ଡ. ବ୍ୟୋମକେଶ ରାୟ ଯୋଗଦେଇ ରାଜ୍ୟ ବିଜେପି ସଭାପତିଙ୍କୁ ଆକ୍ଷେପ କରିବା ସହ ବିଜେପି ଉପରେ ବର୍ଷିଥିଲେ। ଏଥିରେ ସ୍ଥାନୀୟ ବିଜେଡି କର୍ମୀଙ୍କ ସମେତ ଦଳର କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ।
Share
Read More News
T & C
Privacy Policy
Contact Us
Your browser does not support JavaScript!