This browser does not support the video element.
ଛତ୍ରପୁର: ବ୍ରହ୍ମପୁର MKCG ବ୍ଲଡ୍ ବ୍ୟାଙ୍କରେ ରକ୍ତ ନମିଳିବା ନେଇ ଉତ୍ତେଜନା, ବିଧାୟକ ପହଞ୍ଚି କଲେ ହସ୍ତକ୍ଷେପ
Chhatrapur, Ganjam | Sep 10, 2025
ବ୍ରହ୍ମପୁର MKCG ବ୍ଲଡ଼ ବ୍ୟାଙ୍କରେ ରକ୍ତ ଷ୍ଟକ୍ ଥିବା ସତ୍ୱେ ରୋଗୀଙ୍କୁ ରକ୍ତ ନମିଳିବା ଅଭିଯୋଗ ।ଏଭଳି ଅଭିଯୋଗ କରି ବୁଧବାର ପୂର୍ବାହ୍ନରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ବ୍ରହ୍ମପୁର ବିଧାୟକ କେ. ଅନୀଲ କୁମାର ପହଂଚି ସମସ୍ୟାର ସମାଧାନ କରିଥିବା ସୂଚନା ମିଳିଛି ।ଜିଲ୍ଲାରେ ରକ୍ତ ସମସ୍ୟା ଦୂର କରିବା ପାଇଁ ଜିଲ୍ଲାରେ ବିଭିନ୍ନ ସଂଗଠନ ପକ୍ଷରୁ ରକ୍ତଦାନ ଶିବିର କରାଯାଉଥିଲେ ମଧ୍ୟ ସଠିକ ସମୟରେ ରୋଗୀଙ୍କୁ ରକ୍ତ ନମିଳିବା କାରଣରୁ ଉତ୍ତେଜନା ପ୍ରକାଶ ପାଇଥିଲା।