Download Now Banner

This browser does not support the video element.

ଢେଙ୍କାନାଳ ସଦର: ରୁଙ୍ଗଟା କମ୍ପାନୀ ନିକଟରେ ଶିଳ୍ପାଞ୍ଚଳ ଟ୍ରକ ମାଲିକ ସଂଘ ପକ୍ଷରୁ ଉତ୍ତେଜନା

Dhenkanal Sadar, Dhenkanal | Sep 8, 2025
ଢେଙ୍କାନାଳ ଓଡାପଡ଼ା ବ୍ଲକ ଖଡବନ୍ଧ ନିକଟ ରୁଙ୍ଗଟା କମ୍ପାନୀ ନିକଟରେ ଶିଳ୍ପାଞ୍ଚଳ ଟ୍ରକ ମାଲିକ ସଂଘ ପକ୍ଷରୁ ଉତ୍ତେଜନା ଦେଖାଦେଇଛି l ଶହଶହ ଟ୍ରକ ମାଲିକମାନଙ୍କ ଦ୍ଵାରା ଏପରି ସ୍ଥିତି ସୃଷ୍ଟି ହୋଇଛି | ସୂଚନା ମୁତାବକ ଜିଲ୍ଲାରେ ୬ଶହରୁ ଉର୍ଦ୍ଧ ଟ୍ରକ ମାଲିକମାନଙ୍କୁ ନେଇ ଶିଳ୍ପାଞ୍ଚଳ ଟ୍ରକ ମାଲିକ ସଂଘ ଗଢିଉଠିଛି । ଢେଙ୍କାନାଳେଥିବା କମ୍ପାନୀମାନଙ୍କରେ ଟ୍ରକ ଲଗାଇ ପରିବାର ପୋଷିବା ପାଇଁ ମାଲିକମାନେ ଟ୍ରକ କିଣିଛନ୍ତି । ହେଲେ ଝାଡବନ୍ଧ ନିକଟରେ ଥିବା ଏକ କମ୍ପାନୀର ମନ ମୁଖି କାର୍ଯ୍ୟ ତଥା ଜିଲ୍ଲାରେ ଥିବା ଟ୍ରକ ଗୁଡିକୁ ପରିବହନ କାର୍ଯ୍ୟରେ ନ ଲଗାଇ ବାହାର ଟ୍ରକକୁ ପ୍ରଧାନ୍ୟ
Read More News
T & CPrivacy PolicyContact Us