Download Now Banner

This browser does not support the video element.

ନିମାପଡା: ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ନାବାଳିକା କଲେଜ ଛାତ୍ରୀ କଲେଜ ଆସି ଅପହରଣ ଅଭିଯୋଗ, ପୋଲିସର ତଦନ୍ତ ଜାରି

Nimapada, Puri | Oct 6, 2025
ନିମାପଡା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ୧୭ବର୍ଷୀୟା କଲେଜ ଛାତ୍ରୀ ନିମାପଡା ସ୍ଥିତ ମହିଳା କଲେଜକୁ ଆସି ଅପହରଣ ହୋଇଥିବା ନେଇ ଆଜି ସଂଧ୍ୟା ୬ଟାରେ ଥାନାରେ ନାବାଳିକା ମା ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି।
Read More News
T & CPrivacy PolicyContact Us