Download Now Banner

This browser does not support the video element.

ବରଗଡ: 24 ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ବିଦ୍ୟୁତ କାଟ ସମସ୍ୟାକୁ ନେଇ ପଧାନଟିକ୍ରା ଠାରେ ରାସ୍ତା ରୋକ କଲେ ସ୍ଥାନୀୟ ଲୋକେ

Bargarh, Bargarh (Baragarh) | Sep 10, 2025
24 ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ହେଲା ବିଦ୍ୟୁତ କାଟ | ବୁଧବାର ସନ୍ଧ୍ୟା 5 ଘଣ୍ଟା ସମୟରେ ପଧାନଟିକ୍ରା ଗ୍ରାମବାସୀଙ୍କ ଦ୍ୱାରା ରାସ୍ତା ରୋକ ଆନ୍ଦୋଳନ | ଟାଟା ପାୱାରର ମନମୁଖୀ କାର୍ଯ୍ୟ ଯୋଗୁଁ ହଇରାଣ ହେଉଛନ୍ତି ଜନସାଧାରଣ | ବରଗଡ଼ ଭଟଲି ରାସ୍ତା ପଧାନଟିକ୍ରାରେ ରାସ୍ତା ରୋକ କଲେ ଗ୍ରାମବାସୀ | ଗତ 24 ଘଣ୍ଟାରୁ ଅଧିକ ସମୟ ଧରି ବିଦ୍ୟୁତ ବିଭାଗର ମନମୁଖୀ ବିଦ୍ୟୁତ କାଟକୁ ନେଇ ଉତ୍ୟକ୍ତ ଗ୍ରାମବାସୀ ରାସ୍ତାକୁ ଓହ୍ଲାଇଛନ୍ତି ।
Read More News
T & CPrivacy PolicyContact Us