Download Now Banner

This browser does not support the video element.

କବିସୂର୍ଯ୍ୟନଗର: କେ. ବରିଡା ଠାରେ ଷୋହଳ ଖଣ୍ଡ ଗୋପାଳ ସମାଜ ଖଲ୍ଲିକୋଟ ତାଲୁକାର ନିର୍ବାଚନି ସଭା

Kabisuryanagar, Ganjam | Sep 5, 2025
ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକର କେ. ବରିଡା ସ୍ଥିତ ଶ୍ରୀ ଶ୍ରୀ ଅମରେଶ୍ୱର ମନ୍ଦିର ପରିସରରେ ଶୁକ୍ରବାର ଗଞ୍ଜାମ ଜିଲ୍ଲା କାର୍ଯ୍ୟକାରୀ ସଭାପତି ପର୍ଶୁରାମ ଗୌଡ଼ ଙ୍କ ସଭାପତିତ୍ୱରେ ଷୋହଳ ଖଣ୍ଡ ଗୋପାଳ ସମାଜ ଖଲ୍ଲିକୋଟ ତାଲୁକାର ନିର୍ବାଚନି ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମାଜର ପରିଚାଳନା କମିଟି ଗଠିତ ହୋଇଥିଲା । ଜିଲ୍ଲା ସମ୍ପାଦକ ନାରାୟଣ ମାହାଙ୍କୁଡ ଓ ପୂର୍ବ ଖଣ୍ଡ ତାଲୁକା ସଭାପତି ଶିବରାମ ଗୌଡ଼ ନିର୍ବାଚନ ଅଧିକାରୀ ଭାବେ କାର୍ଯ୍ୟ ତୁଲାଇ ଥିଲେ । ସର୍ବ ସମ୍ନତି କ୍ରମେ ସଭାପତି ଭାବେ ଶରତ ଚନ୍ଦ୍ର ଗୌଡ଼, ଉପସଭାପତି ଭାବେ ବଟକୃଷ୍ଣ ଗୌଡ଼ ନିର୍ବାଚିତ ହୋଇଛନ୍ତି ।
Read More News
T & CPrivacy PolicyContact Us