Download Now Banner

This browser does not support the video element.

ଭଟଲି: କଣ୍ଠିପାଲି ସ୍ଥିତ ନିର୍ମାଣଧୀନ ରଣେଶ୍ୱର ରାମଚଣ୍ଡୀ ମନ୍ଦିରପରିସରରେ ନୂଆଖାଇ ଭେଟଘାଟ ଯୋଗ ଦେଲେ ବିଧାୟକ

Bhatli, Bargarh (Baragarh) | Sep 3, 2025
କଣ୍ଠିପାଲି ସ୍ଥିତ ନିର୍ମାଣଧୀନ ରଣେଶ୍ୱର ରାମଚଣ୍ଡୀମନ୍ଦିରପରିସରରେ ନୂଆଖାଇ ଭେଟଘାଟ ଯୋଗ ଦେଲେ ବିଧାୟକ ଭଟଲି ନିର୍ବାଚନ ମଣ୍ଡଳୀର ଆମ୍ବାଭୋନା ବ୍ଲକ୍ ବିଶାଶହେ କୁଲତା ସମାଜ ପକ୍ଷରୁ ପ୍ରଥମ କରି କଣ୍ଠିପାଲି ସ୍ଥିତ ନିର୍ମାଣାଧୀନ ରଣେଶ୍ୱର ରାମଚଣ୍ଡି ମନ୍ଦିର ପରିସରରେ ଆଜି ଦିନ୧୧ଟାରେ ନୁଆଁଖାଇ ଭେଟଘାଟ  ଆରମ୍ଭ ହୋଇଥିଲା।ପ୍ରଥମେ ଶ୍ରୀଶ୍ରୀ ରଣେଶ୍ୱର ରାମଚଣ୍ଡୀଙ୍କ ଠାରେ ପୂଜା ଅର୍ଚ୍ଚନା ପରେ କୀର୍ତ୍ତିଚନ୍ଦ୍ର ଦୁଆନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ଭଟଲି ବିଧାୟକ ଇରାସିସ୍ ଆଚାର୍ଯ୍ୟ ମୁଖ୍ୟଅତିଥି ଭାବେ ଯୋଗଦେଇ ନୂଆଁଖାଇ ବିଷୟରେ ଆଲୋଚନା କରିଥିଲେ।
Read More News
T & CPrivacy PolicyContact Us