Download Now Banner

This browser does not support the video element.

ଢେଙ୍କାନାଳ ସଦର: ପାଇକପୁରୁଣା କୋଟ ଗ୍ରାମ ନିକଟରେ ହାତୀପଲ, ଅଞ୍ଚଳବାସୀ ଭୟଭୀତ

Dhenkanal Sadar, Dhenkanal | Aug 22, 2025
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜ ପାଇକପୁରୁଣା କୋଟ ଗ୍ରାମ ନିକଟରେ ହାତୀପଲ ଅଛନ୍ତି।ଆଜି ସନ୍ଧ୍ୟା ୬ଟା ସମୟର ହାତୀପଲ ରାସ୍ତା ନିକଟରେ କ୍ଷାତାୟତ କରୁଛନ୍ତି । ସେହିଠାରୁ ହାତୀ ଆଖପାଖ ଗ୍ରାମ ଗୁଡିକୁ ଯିବାର ବହୁ ସମ୍ଵାବନା ରହିଛି। ସେଥିପାଇଁ ଆଖପାଖ ଗ୍ରାମବାସୀମାନେ ସାବଧାନର ସହିତ ଯାତାୟତ କରିବାପାଇଁ ହାତୀ ସ୍କ୍ବାର୍ଡର କର୍ମଚାରୀମାନେ ଅଞ୍ଚଳବାସୀଙ୍କୁ ସଚେତନ କରୁଛନ୍ତି ।
Read More News
T & CPrivacy PolicyContact Us