This browser does not support the video element.
କୋଟପାଡ: ବୋରିଗୁମ୍ମା କୁ NAC ଘୋଷଣା କଲେ ମୋହନ ସରକାର ଖୁସିରେ ନାଚିଲେ ଗ୍ରାମବାସୀ
Kotpad, Koraput | Aug 31, 2025
ବୋରିଗୁମ୍ମା କୁ NAC ଘୋଷଣା କଲେ ମୋହନ ସରକାର ଖୁସିରେ ନାଚିଲେ ଗ୍ରାମବାସୀ ଦିର୍ଘ ଦିନର ପ୍ରତିକ୍ଷା ର ଅନ୍ତ ଘଟିଲା ବୋରିଗୁମ୍ମା କୁ NAC ଘୋଷଣା କଲେ ମୋହନ ସରକାର । ବୋରିଗୁମ୍ମା ବାସି ଏହି ଖବର ଶୁଣିବା ପରେ ସ୍ଥାନୀୟ ଅଞ୍ଚଳରେ ଖେଳିଯିଇଛି ଖୁସି ର ଲହରୀ ଖେଳି ଯାଇଛି। ବୋରିଗୁମା ବାସି ନିଜ ନିଜର ମଧ୍ୟରେ ମିଷ୍ଟାନ୍ନ ବାଣ୍ଟିବ ସହ ବାଣ ଫୁଟାଇ ଉତ୍ସବ ପାଳୁଥିବାର ଦେଖିବାକୁ ମିଳିଛି ।