Download Now Banner

This browser does not support the video element.

ବାଲେଶ୍ବର ମ୍ୟୁନିସିପାଲଟି: ଜମ୍ବେଶ୍ଵରପୁର ଠାରେ ସମାଜସେବୀ ସ୍ବର୍ଗତ ଉଷାମଣି ଆଚାର୍ଯ୍ୟଙ୍କ ଏକାଦଶାହ ରେ ଯୋଗ ଦେଲେ ଶାସକ ଦଳ ଉପମୁଖ୍ୟ ସଚେତକ

Baleshwar M, Balasore | Sep 3, 2025
ବାଲେଶ୍ଵର ସଦର ବ୍ଲକ ଗେଙ୍ଗୁଟି ପଞ୍ଚାୟତର ଜମ୍ବେଶ୍ୱରପୁର ଗ୍ରାମର ସମାଜସେବୀ ସ୍ବର୍ଗତ ଉଷାମଣି ଆଚାର୍ଯ୍ୟ ଙ୍କ ଆଜି ଏକଦଶାହ।ଏହି ଅବସରରେ ଦିନ ଗୋଟାଏ ବେଳେ ଶାସକଦଳ ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ଯୋଗ ଦେଇ ଉଷାମଣି ଆଚାର୍ଯ୍ୟଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ତାଙ୍କର ଅମର ଆତ୍ମାର ସଦଗତି କାମନା କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ନେତୃବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।ପରେ ସ୍ଥାନୀୟ ଲୋକଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ।
Read More News
T & CPrivacy PolicyContact Us