This browser does not support the video element.
ଖଲ୍ଲିକୋଟ୍: ତାଳପଡ଼ା ଓ ଚିକିଲି ରାସ୍ତାରେ ଅବକାରୀ ବିଭାଗ ର ଚଢ଼ାଉ; ୭୦ ଲିଟର ଦେଶୀମଦ ସହ TVS XL ଗାଡ଼ି ଜବତ, ୩ ଜଣ ଗିରଫ
Khalikote, Ganjam | Sep 12, 2025
ତାଳପଡ଼ା ଓ ଚିକିଲି ରାସ୍ତାରେ ଗତକାଲି ଦିନ ୧୧ ଟା ସମୟରେ ଅବକାରୀ ବିଭାଗ ଚଢ଼ାଉ କରି ୭୦ ଲିଟର ଦେଶୀମଦ ସହ ଗୋଟିଏ TVS XL ଗାଡ଼ି ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି । ତେବେ ଚୋରା ଦେଶୀମଦ ଚାଲାଣ ଅଭିଯୋଗରେ ଗିରଫ ହୋଇଥିବା ଦଣ୍ଡପାଣି ସାହୁ, ମଙ୍ଗୁଳୁ ଜୁତି ଓ ଅଶ୍ଵିନୀ କରଙ୍କୁ ସନ୍ଧ୍ୟା ୫ ଟା ସମୟରେ କୋର୍ଟ ଚାଲାଣ କରାଯାଇଥିବା ଆଜି ସକାଳ ସାଢ଼େ ୯ ଟା ସମୟରେ ଖଲ୍ଲିକୋଟ ଆଦର୍ଶ ଅବକାରୀ ଥାନା ଅଧିକାରିଣୀ ତେଜସ୍ଵୀନି ପ୍ରଧାନ ସୂଚନା ପ୍ରଦାନ କରିଛନ୍ତି ।