This browser does not support the video element.
ବଲାଙ୍ଗୀର: ଶିବତଲା ସମବାୟ ସମିତିରେ ୟୂରିୟା ସାର ପାଇଁ ହନ୍ତସନ୍ତ ଚାଷୀ, ପ୍ରତିକ୍ରିୟା ରଖିଲେ
କୃଷି ସମବାୟ ସମିତି ସଭାପତି
Balangir, Balangir | Sep 9, 2025
ଚାଷୀକୁଂ ୟୁରିଆ ଅଭାବ ବଲାଗିଂର ଜିଳ୍ଲାର ବଲାଗିଂର ବ୍ଳକ୍ ଶିବତଳା ଚାଷୀ ସମବାୟ ସମିତି ରେ ଚାଷୀ ୟୂରିୟା ସାର ପାଇଁ ହନ୍ତସନ୍ତ ସମବାୟ ସଭାପତି ।ଖାଳି ଶିବତଲା ନୁହେଁ ଆହୁରି ଅନେକ ପେକ୍ସ ର ଚାଷୀ ୟୁରିୟା ପାଉ ନାହାଁନ୍ତି ।କୃଷି ବିଭାଗର କହିବା ଅନୁସାରେ ଚାଷି ଧାନ ତଳି ରୁପଣ କରିବାର ଏକୋଇସ ଦିନରୁ ପଚିଶ ଦିନରେ ସେକେଣ୍ଡ ଡୋଜ ମାନେ ଦୃତୀୟ ଥର ସାର ଦେବା କଥା କିନ୍ତୁ ରୋପଣର ପଚାଶ ଷାଠିଏ ଦିନ ହୋଇ ଗଲାଣି ୟୂରିୟା ଅଭାବରୁ ଚାଷି ସାର ଦେଇ ପାରୁ ନାହିଁ ।ଶିବତଲା କୃଷି ସମବାୟରେ ଏ ପର୍ଯ୍ୟନ୍ତ ୧୨୦୦ ବସ୍ତା ୟରିୟା ସାର ଆସିଛି. l