Download Now Banner

This browser does not support the video element.

ସୋନପୁର: ପାତାଳି ଶ୍ରୀକ୍ଷେତ୍ରକୁ ନେଇ ପୁଣି ତେଜିଲା ବିବାଦ ହାଇକୋର୍ଟ ରେ ପହଞ୍ଚିଲା ମାମଲା ଜିଲ୍ଲାପାଳଙ୍କ ଦ୍ବରାରସ୍ତ ହେଲେ କମ୍ଭୁ କର୍ଣ୍ଣ

Sonapur, Subarnapur (Sonepur) | Sep 2, 2025
ପାତଳୀ ଶ୍ରୀକ୍ଷେତ୍ର କୁ ନେଇ ହାଇକୋର୍ଟ ରେ ପହଞ୍ଚିଲା ମାମଲା।ଏନେଇ ଆଜି ଦିନ ୧୧ଟାରେ ତ୍ରୀକୁଟ କ୍ଷେତ୍ର କମିଟି ସଭାପତି କମ୍ଭୁ କର୍ଣ୍ଣ ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ସାକ୍ଷାତ କରିବା ସହ ନିଜ ପ୍ରତିକ୍ରିୟା ରଖିଛନ୍ତି।
Read More News
T & CPrivacy PolicyContact Us