Download Now Banner

This browser does not support the video element.

ଛତ୍ରପୁର: ବ୍ରହ୍ମପୁର ସ୍ଥିତ ଜିଲ୍ଲା ଦୌରାଜଜ୍ କୋର୍ଟରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

Chhatrapur, Ganjam | Sep 13, 2025
ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ତରଫରୁ ଜିଲ୍ଲା ଜଜ୍ କୋର୍ଟ ରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଶନିବାର ପୂର୍ବାହ୍ନରେ ଆରମ୍ଭ ହୋଇ ଅପରାହ୍ନ ପର୍ଯ୍ୟନ୍ତ ଚାଲିଥିଲା। ରାଷ୍ଟ୍ରୀୟ ଆଇନ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଓ ରାଜ୍ୟ ଆଇନ ସେବା ପ୍ରାଧୂକରଣ ନିର୍ଦ୍ଦେଶ ମୁତାବକ ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧୀକରଣର ଅଧ୍ୟକ୍ଷା ତଥା ମାନ୍ୟବର ଜିଲ୍ଲା ଓ ଦୌରା ଜଜ ଡାଃ ଭାଗ୍ୟଲକ୍ଷ୍ମୀ ରଥଙ୍କ ପର୍ଯ୍ୟବେକ୍ଷଣ ତଥା ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ବ୍ୟୋମକେଶ ନାୟକ ଙ୍କ ପରିଚାଳନା ରେ ଆୟୋଜିତ ହୋଇଥିଲା।
Read More News
T & CPrivacy PolicyContact Us