This browser does not support the video element.
ସୋନପୁର: ପୋଢ଼ଟିକିରା ସ୍ଥିତ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ସଭା ଗୃହରେ ଆତ୍ମା ଅଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ, ବାସୁଦେବ ମିଶ୍ର ନିର୍ବାଚିତ
Sonapur, Subarnapur (Sonepur) | Aug 22, 2025
ଉଲୁଣ୍ଡା ଥାନା ଅନ୍ତର୍ଗତ ପୋଢ଼ଟିକିରା ସ୍ଥିତ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ସଭା ଗୃହରେ ଆଜି ଆତ୍ମା ଅଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଆତ୍ମା ଅଧ୍ୟକ୍ଷ ଭାବରେ ବାସୁଦେବ ମିଶ୍ର ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି l ଏହି ଅବସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ବୈଠକରେ ବିଧାୟକ ରଘୁନାଥ ଜଗଦଳା, ବିଜେପି ଜିଲ୍ଲା ସଭାପତି ବେଣୁଧର ଦାସ,ଆଇନଜୀବୀ ସତ୍ୟବ୍ରତ ମିଶ୍ର, ବ୍ଲକ କୃଷି ଅଧିକାରୀ ରଶ୍ମି ରଞ୍ଜନ ଟପୋ, ମେଟାକାନି ମଣ୍ଡଳ ସଭାପତି ମୁକୃ ବାଗ, ଝସକେତନ ବଘ