This browser does not support the video element.
କେଗାଁଓ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କର ଜନ୍ମଦିନ ଉପଲକ୍ଷେ କେଗାଁ ମଣ୍ଡଳ ସ୍ଥରୀୟ ସେବା ସପ୍ତାହ ପାଳିତ
Kegaon, Kalahandi | Sep 10, 2025
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କର ଜନ୍ମଦିନ ଉପଲକ୍ଷେ ଭାରତୀୟ ଜନତା ପାର୍ଟି, ୧୭ ସେପ୍ଟେମ୍ବର ଠାରୁ ୦୨ ଅକ୍ଟୋବର ପର୍ଯ୍ୟନ୍ତ "ସେବା ପକ୍ଷ ''ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ଆଜି 10ତାରିଖ ଅପରାହ୍ନ 5ଟାରୁ ସନ୍ଧ୍ୟା 7ଟା ପର୍ଯ୍ୟନ୍ତ କରଞ୍ଜ କୋଟ ଠାରେ କେଗାଁ ମଣ୍ଡଳ ସ୍ତରିୟ ସେବା ପକ୍ଷ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି lଏହି ବୈଠକରେ ଭାରତୀୟ ଜନତା ପାର୍ଟି ର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋଜ ମେହେର ମୁଖ୍ୟ ଅତିଥି ଭାବରେ ଯୋଗଦାନ ଦେଇଥିବା ବେଳେ କେଗାଁ ମଣ୍ଡଳ ପ୍ରଭାରୀ ଭାବରେ ଗୋଲାମୁଣ୍ଡା ବ୍ଲକ ଅଧକ୍ଷ ବିନ୍ଦୁ ମହାନନ୍ଦ ଯୋଗଦାନ ଦେଇଥିଲ