Download Now Banner

This browser does not support the video element.

ସୋନପୁର: ଖାଲିଆପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କଲେ ବର୍ଣ୍ଣlଳି ପ୍ରାନ୍ତୀୟ ସଂଯୋଜକ

Sonapur, Subarnapur (Sonepur) | Sep 10, 2025
ସୂଚନା ଅନୁସାରେ ଆଜି ଅପରାହ୍ନ ପ୍ରାୟ 1 ଘଣ୍ଟା ସମୟରେ ବର୍ଣ୍ଣlଳୀ ପ୍ରାନ୍ତୀୟ ସଂଯୋଜକ ସ୍ନେହା ଦାସ ଏବଂ ଆଞ୍ଚଳିକ ସାଧନ ସଂଯୋଜକ ଉମାକାନ୍ତ ମିଶ୍ର ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ଖଲିଆପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଥିବା ଜଣା ଯାଇଛି l ଏହି ପରିଦର୍ଶନ ସମୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲୋକନାଥ ଦାସଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ l ବର୍ଣାଳୀ ସଂଯୋଜକ ତାଙ୍କ ପରିଦର୍ଶନ ସମୟରେ ଛାତ୍ର ଛାତ୍ରୀଙ୍କ ପାଠ ପଢା, ବିଦ୍ୟାଳୟ ପରିବେଶ, ମଧ୍ୟାହ୍ନ ଭୋଜନ
Read More News
T & CPrivacy PolicyContact Us