This browser does not support the video element.
ଜଗତସିଂହପୁର: ଜିଲ୍ଲା ବିଜେପି ପକ୍ଷରୁ ସଦର ମହକୁମା ସ୍ଥିତ ସର୍କିଟ ହାଉସରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ
Jagatsinghapur, Jagatsinghpur | Jun 17, 2025
ଜଗତସିଂହପୁର ଜିଲ୍ଲା ବିଜେପି ପକ୍ଷରୁ ସଦରମହକୁମାସ୍ଥିତ ସର୍କିଟ ହାଉସରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ । ଆଜି ଅପରାହ୍ନ ୫ ଟା ସମୟରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ସମ୍ପଦ ସ୍ବାଇଁ , ଜଗତସିଂହପୁର ସାଂସଦ ଡ଼ଃ ବିଭୁପ୍ରସାଦ ତରାଇ ,ବିଧାୟକ ଅମରେନ୍ଦ୍ର ଦାସ ଓ ଜିଲ୍ଲା ବିଜେପି ସଭାପତି ପ୍ରତାପ ମିଶ୍ର ଉପସ୍ଥିତ ଥିଲେ । ବିଜେପି ସରକାରଙ୍କ କେନ୍ଦ୍ରରେ ୧୧ ବର୍ଷ ଓ ଓଡିଶା ରାଜ୍ୟରେ ୧ ବର୍ଷ ପୂର୍ତ୍ତି ଓ ସଫଳତା ସଂକ୍ରାନ୍ତରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସୂଚନା ଦିଆଯାଇଥିଲା ।