This browser does not support the video element.
ପୋଲସରା: ଭୁବନେଶ୍ୱର ଗଣେଶ ମଣ୍ଡପ ସ୍ଥିତ ବାସଭବନରେ ଷୋହଳ ଖଣ୍ଡ ଗୋପାଳ ସମାଜ ପକ୍ଷରୁ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ
Polasara, Ganjam | Jul 8, 2024
ଷୋହଳ ଖଣ୍ଡ ଗୋପାଳ ସମାଜ ପକ୍ଷରୁ ମନ୍ତ୍ରୀଙ୍କୁ ସମର୍ଦ୍ଧନା ଷୋହଳ ଖଣ୍ଡ ଗୋପାଳ ସମାଜର ଆଠଗଡ ତାଲୁକା ଭିତିରି ମୁଠାର ପରିଷଦର ନବ ନର୍ବାଚିତ କର୍ମକର୍ତ୍ତାମାନେ ଆଜି ଭୂବନେଶ୍ବର ଗଣେଶ ମଣ୍ଡପ ସ୍ଥିତ ବାସଭବନରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ କ୍ଷୁଦ୍ର ଓ ଅତି କ୍ଷୁଦ୍ର ଉଦ୍ୟୋଗ ମନ୍ତ୍ରୀ ଶ୍ରୀଯୁକ୍ତ ଗୋକୁଳାନନ୍ଦ ମଳିକଙ୍କୁ ପୁଷ୍ପଗୁଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହାସହିତ ସମାଜର ସମସ୍ତ କର୍ମକର୍ତ୍ତା ସୌଜନ୍ୟ ମୂଳକ ଭାବେ ସାକ୍ଷାତ କରି ସମାଜର ବିଭିନ୍ନ ସୁବିଧା ଅସୁବିଧା ବିଷୟକୁ ନେଇ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ।