This browser does not support the video element.
ଫୁଲବାଣୀ ସହର: ବାଲିଗୁଡା ସହରରେ ଉପଖଣ୍ଡ ପ୍ରଶାସନ ର ତିନିଦିନ ର ପ୍ରଚେଷ୍ଟା ରେ ଖୁଲିଲା ଭେଣ୍ଡିଂଜୋନ,
Phulabani Town, Kandhamal | Sep 5, 2025
ବାଲିଗୁଡା ସହରରେ ଉପଖଣ୍ଡ ପ୍ରଶାସନ ର ତିନିଦିନ ର ପ୍ରଚେଷ୍ଟା ରେ ଖୁଲିଲା ଭେଣ୍ଡିଜୋନ, ରାସ୍ତା ସାଇଟ ରେ ଠିଆ ହେଉଥିବା ଅଟ ଗୁଡିକ ନିଜ ଷ୍ଟାଣ୍ଡ ରେ ଠିଆ ହେଉଥିବା ଦେଖିବାକୁ ମିଳିଛି, ଶୁକ୍ରବାର ଦିନ 8ଘଣ୍ଟିକା ସମୟରେ ଗ୍ରାହକ ସ୍ୱାଗତ କରିଥିବା ବେଳେ ଆଉ କିଛି ଗ୍ରାହକ ବାଲିଗୁଡା ସହର ବଡ ବଡ ପରିବା ବେପାରୀ ଙ୍କ ଉପରେ ଟିପ୍ପଣୀ ରଖିଛନ୍ତି